ଅଜଣା ଔଷଧୀ ହରିଶୃଙ୍ଗାର

ଈଶ୍ୱରଙ୍କ ଆଭୂଷଣରେ ପୂଜା ପାଉଥିବା ଏହି ଫୁଲରେ ରହିଛି ବହୁ ଔଷଧୀୟ ଗୁଣ । ଏହି ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିଥାଏ ଓ ସୁନ୍ଦର ବାସ୍ନା ମଧ୍ୟ ହୋଇଥାଏ । ଏହାର ଫୁଲ, ପତ୍ର, ବକଳ ଓ ମଞ୍ଜି ବହୁତ ଉପଯୋଗୀ । ଏଥିରେ ଚା’ ମଧ୍ୟ…
Read More...

ଅରୁଣ ଜେଟଲୀଙ୍କ ଇସ୍ତଫା ପତ୍ର ଦାବୀ କଲେ ରାହୁଲ : ବିଜୟ ମାଲ୍ୟା ମାମଲା

ନୂଆଦିଲ୍ଲୀ, ୧୩ /୯ : ବିଜୟ ମାଲ୍ୟା ସହ ଅରୁଣ ଜେଟଲୀ ଦେଖା କରିବା ମାମଲାକୁ ନେଇ କଂଗ୍ରେସ ବିଜେପି ଉପରେ ଆକ୍ରମଣ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସମ୍ପୂର୍ଣ୍ଣ ମାମଲାର ଯାଂଚ କରିବା ପାଇଁ ଏବଂ…
Read More...

ସାରା ଜୀବନ ବିଜୁ ନାରା ନେଇ ରହିବି: ଦାମୋଦର ରାଉତ

ଭୁବନେଶ୍ୱର,୧୩/୯ : ପାରାଦୀପ ବିଧାୟକ ଡା. ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଓଡ଼ିଶାର ରାଜନୈତିକ ପାଣିପାଗ ଉଷ୍ମ ହୋଇ ଉଠିଛି। ସେ କେଉଁ ଦଳକୁ ଯିବେ ତାହାକୁ ନେଇ ଅଙ୍କ କଷା ହେଉଥିବା ବେଳେ ଦାମ…
Read More...

ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ, ନୂଆ ଦଳ ଗଢ଼ିଲେ ପ୍ରଭାବ ପଡ଼ିବ ନାହିଁ : ମୁଖ୍ୟମନ୍ତ୍ର

ଭୁବନେଶ୍ୱର,୧୩/୯ : ଦଳ ବିରୋଧି କାର୍ଯ୍ୟ ଯୋଗୁ ବିଜେଡିରୁ ଡା.ଦାମୋଦର ରାଉତଙ୍କୁ ବହିଷ୍କୃତ କରାଯାଇଛି। ସେ ଯଦି ନୁଆ ଦଳ ଗଢ଼ନ୍ତି ତେବେ କୌଣସି ପ୍ରଭାବ ପଡ଼ିବ ନାହିଁ। ତାଙ୍କ ଅଭିଯୋଗ ହାସ୍ୟାସ୍ପଦ। ଦାମ…
Read More...

ଆଜି ପବିତ୍ର ଗଣେଶ ଚତୁର୍ଥୀ : ଗାଁଠୁ ସହର ଉତ୍ସବ ମୁଖର

ଭୁବନେଶ୍ୱର, ୧୩/୯ : ଆଜି ପବିତ୍ର ଗଣେଶ ଚତୁର୍ଥୀ । ଏଥିପାଇଁ ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ। ବିଘ୍ନ ବିନାଶକଙ୍କ ଆରାଧନା ପାଇଁ ସମସ୍ତେ ତତ୍ପର । ଓଡିଶା ସମେତ ସାରା ଦେଶର ପ୍ରତି ଗଳିରେ…
Read More...

ବିଜେଡି ବରିଷ୍ଠ ନେତା ଦମୋଦର ରାଉତ ଦଳରୁ ବହିଷ୍କୃତ

ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ବହିଷ୍କାର କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସନ୍ୟାସ ନେଲେ ସର୍ଦ୍ଦାର

ଚଣ୍ଡିଗଡ଼, ୧୩/୯: ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ଅବସର ଘୋଷଣା କରିଛନ୍ତି । ୩୨ ବର୍ଷୀୟ ସର୍ଦ୍ଦାରଙ୍କ ୧୨ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଅବସର ସହ ନବାଗତଙ୍କୁ…
Read More...

କର୍ଲଅନ ମ୍ୟାଟ୍ରେସ କମ୍ପାନୀର ଘୋଷଣା : ଭୁବନେଶ୍ୱରରେ ହେବ ପ୍ଲାଣ୍ଟ

ନୂଆଦିଲ୍ଲୀ,୧୨/୯ : ମୁଖ୍ୟମନ୍ତ୍ରୀ “ମେକ ଇନ ଓଡ଼ିଶା’ ବ୍ୟାନରରେ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ କରିବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟକୁ ବଡ଼ ଧରଣର ସଫଳତା ମିଳିଛି। ଦେଶର ବହୂଳ ବ୍ୟବହୃତ କର୍ଲଅନ ମ୍ୟାଟ୍ରେସ କମ୍ପାନୀ…
Read More...

ଦୁଗ୍‌ଧଜାତ ଦ୍ରବ୍ୟ ବିକିବ ପତଞ୍ଜଳି

ନୂଆଦିଲ୍ଲୀ, ୧୩/୯: ବିଭିନ୍ନ ପ୍ରଡକଫ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରି ହଇଚଇ ସୃଷ୍ଟି କରିଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍‌ ଏବେ ଦୁUଜାତ ସାମଗ୍ରୀ କାରବାରରେ ପ୍ରବେଶ କରିଛି । ବଜାରରେ ଏବେ ମିଳିବ ପତଞ୍ଜଳିର…
Read More...

ବ୍ୟାନ୍‌ ହେବ ୩୨୮ ପ୍ରକାର ଔଷଧ

ନୂଆଦିଲ୍ଲୀ, ୧୩/୯: ମନୁଷ୍ୟ ସ୍ୱାସ୍ଥ୍ୟ ଅନୁପଯୁକ୍ତ ୩୨୮ପ୍ରକାରର ଔଷଧ ବିକ୍ରୟ ଉପରେ ସରକାର କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଭିକ୍ସ ଆକ୍ସନ ୫୦୦…
Read More...