୧୫ ଲକ୍ଷ ଟଂକାର ବ୍ରାଉନସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର, ୦୩/୦୬ : ବାଲେଶ୍ବର ଜିଲ୍ଲା ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ଵର ମୋବାଇଲ ଅବକାରୀ ଥାନା ପକ୍ଷରୁ ମିଳିତଭାବେ ଚଢ଼ାଉ କରାଯାଇ ସୋମବାର ବିଳମ୍ବିତ ରାତିରେ ଚନ୍ଦେନେଶ୍ୱର ମାର୍କେଟ ଠାରେ ବ୍ରାଉନସୁଗାର ଜବତ…
Read More...

ଆସନ୍ତା ୮ରେ ମହାକାଶକୁ ଯିବେ ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ

ନୂଆଦିଲ୍ଲୀ, ୦୩/୦୬ : ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା ଦେଶର ଦ୍ବିତୀୟ ମହାକାଶଚାରୀର ମାନ୍ୟତା ଲାଭ କରିବାକୁ ଯାଉଛନ୍ତି। ଜୁନ ୮ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪୧ ମିନିଟରେ ଶୁଭାଂଶୁଙ୍କ ସମେତ…
Read More...

ରାମ ଦରବାର ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା : ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ହେବ ଭବ୍ୟ ସମାରୋହ

ନୂଆଦିଲ୍ଲୀ, ୦୩/୦୬ : ଆଜିଠୁ ଅଯୋଧ୍ୟାରେ ରାମ ଦରବାର ସମେତ ୭ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା । ପ୍ରାଣ ପ୍ରତିଷ୍ଠାରେ ମୋଟ ୧୨୦ ଆଚାର୍ଯ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରୁ ୧୦୦ ଜଣ କେବଳ ଅଯୋଧ୍ୟାର । ଅନ୍ୟ…
Read More...

ଆଜି ଆଇପିଏଲ ଫାଇନାଲ : ବେଙ୍ଗଲୁର-ପଞ୍ଜାବ ମୁକାବିଲା

ନୂଆଦିଲ୍ଲୀ, ୦୩/୦୬ : ଆଜି ଆଇପିଏଲ ୨୦୨୫ ଫାଇନାଲ । ଟ୍ରଫି ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ପଞ୍ଜାବ ଓ ବେଙ୍ଗାଲୁରୁ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ହେବ ଜବରଦସ୍ତ ଟକ୍କର ।…
Read More...

ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ଆଇଏଏସ ନିଖିଲ ପୱନ କଲ୍ୟାଣ

ଭୁବନେଶ୍ବର, ୦୩/୦୬ : ରାଜ୍ୟ ଜନଗଣନା ପରିଚାଳନା ନିର୍ଦ୍ଦେଶକ ଏବଂ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଖିଳ ପୱନ କଲ୍ୟାଣଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୨ ବ୍ୟାଚ୍ ଆଇଏଏସ୍ ହେଉଛନ୍ତି ନିଖିଲ ପଓ୍ବନ କଲ୍ୟାଣ।…
Read More...

ଶୃଙ୍ଖଳିତ ରଥଯାତ୍ରା ପାଇଁ ଡିଜିଙ୍କ ବୈଠକ

ଭୁବନେଶ୍ୱର, ୦୩/୦୬ : ଆସନ୍ତା ଜୁନ ମାସ ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁପରିଚାଳନା କରିବା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ…
Read More...

ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ, ୦୩/୦୬ : ସ୍ଥଗିତ ହେଲା ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷା । ଶୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ। ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ…
Read More...

ରାଜ୍ୟରେ ବଢୁଛି ତାତି : ଆଗାମୀ ୫ ଦିନ ପାଇଁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର, ୦୩/୦୬ : ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଆଉଟୁପାଉଟୁ ଜନଜୀବନ । ଉପକୂଳରୁ ଉପାନ୍ତ ପ୍ରଚଣ୍ଡ ଖରାରେ ସିଝୁଛି । ଦିନ ୧୦ଟା ବେଳକୁ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି । ୩୯. ୮ ଡିଗ୍ରୀ ସହ ଗତକାଲି ବାଲେଶ୍ବର…
Read More...

ଜେଇଇ ଆଡଭାନସଡ ପରୀକ୍ଷା ଫଳ : ହଂସ ଦାରୁକା ରାଜ୍ୟ ଟପ୍ପର

ଭୁବନେଶ୍ୱର, ୦୩/୦୬ : ଜେଇଇ ଆଡଭାନସଡ ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୫ରେ ପ୍ରତିଷ୍ଠିତ ଭାରତର ପ୍ରମୁଖ ପ୍ରଯୁକ୍ତିବିଦ୍ୟା…
Read More...

ଆଜିର ରାଶିଫଳ (ମଙ୍ଗଳବାର)

ମେଷ : ଦିନଟି ଭଗବାନଙ୍କ ନାମ ସ୍ମରଣ ସହିତ ଆରମ୍ଭ ହେବ । ଆପଣ ଧାର୍ମିକ କାର୍ଯ୍ୟ ଏବଂ ପୂଜାରେ ବ୍ୟସ୍ତ ରହିବେ । ଘରୋଇ ଜୀବନରେ ଆନନ୍ଦର ପରିବେଶ ରହିବ । ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣ ବନ୍ଧୁ…
Read More...