ଇସ୍ତଫା ଦେଲେ ଏନସିପି ମହାସଚିବ ତାରିକ ଅନବର

ନୁଆଦିଲ୍ଲୀ, ୨୮/୯: ନେସ୍‌ନାଲ କଂଗ୍ରେସ ପାର୍ଟି (ଏନସିପି) ମହାସଚିବ ଓ ସାଂସଦ ତାରିକ ଅନୱାର ଲୋକସଭାର ସଦସ୍ୟତା ଏବଂ ଦଳରୁ ଇସ୍ତଫା ଦେଇଛନ୍ତି । ନିଜ ବାସଭବନରେ ଆୟୋଜିତ ଏକ ସାମ୍ବାଦୀକ ସମ୍ମିଳନୀରେ ସେ ଏହା ଘୋଷଣା…
Read More...

ସାବରିମାଳା ମନ୍ଦିରକୁ ମହିଳା ପ୍ରବେଶ ଅନୁମତି

ନୁଆଦିଲ୍ଲୀ, ୨୮/୯: ସାବରିମାଳା ମନ୍ଦିର ମଧ୍ୟରେ ସବୁ ବର୍ଗର ମହିଳାଙ୍କୁ ପ୍ରବେଶ କରିବାର ଅନୁମତି ଦିଆଯାଉ ବୋଲି ଆଜି ସୁପ୍ରିମକୋର୍ଟ ସୁଣାଣି କରିଛନ୍ତି । କେରଳର ସାବରିମାଳା ମନ୍ଦିରରେ ୧୦-୫୦ ବର୍ଷୀୟ ମହିଳାଙ୍କୁ…
Read More...

ନମାଜ ମାମଲାରେ ବୃହତ୍ତର ଖଣ୍ଡପୀଠର ଆବଶ୍ୟକତା ନାହିଁ

ନୁଆଦିଲ୍ଲୀ, ୨୮/୯: ଅଯୋଧ୍ୟାରେ ବାବ୍‌ରୀ ମସଜିଦ-ରାମ ମନ୍ଦିର ବିବାଦ ମାମଲା ସହ ଯୋଡିତ ‘ମସଜିଦରେ ନମାଜ ପଢିବା ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ନା ନାହିଁ’, ଏହି ମାମଲାର ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଆଜି ସୁପ୍ରିମକୋର୍ଟ…
Read More...

ଆଜି ଏସିଆ କପ୍‌ ଫାଇନାଲ : ସପ୍ତମ ଟାଇଟଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଦୁବାଇ, ୨୮/୯ : ଏସିଆ କପ୍‌ ଟାଇଟଲ ପାଇଁ ଆଜି ଭାରତ ଓ ବାଂଲାଦେଶ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏସିଆ ମହାଦେଶରେ ଭାରତ ତା’ର ଅଧିପତ୍ୟ ବଜାୟ ରଖିବାର ସୁଯୋଗ ହାସଲ କରିଛି। ଦୁବାଇ ଆନ୍ତର୍ଜାତିକ…
Read More...

ରାଫେଲ ବୁଝାମଣାରେ ମୋଦୀ ନିରବତା ଭାଙ୍ଗନ୍ତୁ : ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୨୮/୯ : ରାଫେଲ ବୁଝାମଣା ସମ୍ପର୍କରେ ନିରବତା ଭାଙ୍ଗିବା ଲାଗି ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି। କୋଟି କୋଟି ଡଲାର ମୂଲ୍ୟର ଏହି ବୁଝାମଣାକୁ ନେଇ…
Read More...

ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର,୨୮/୯: ଗତ ୨୪ ତାରିଖରୁ ଆନ୍ଦୋଳନ ଜାରି ରଖିଥିବା ଅଗ୍ନିଶମ କର୍ମଚାରୀମାନେ ଗୁରୁବାର ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ସେମାନେ…
Read More...

ଭାଗଚାଷୀଙ୍କ ପାଇଁ ଆଇନ୍ ଏବେ ଆସିବନି : ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୨୮/୯: ଭାଗଚାଷୀଙ୍କ ପାଇଁ ଆଇନ୍ ଏବେ ନୁହେଁ । କେବେ ଆଇନ୍ ଆସିବ ତାହା କହି ହେବ ନାହିଁ । ଜମି ମାଲିକ ଓ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବେ ସରକାର ପଦକ୍ଷେପ ନେଉଛନ୍ତି । ଆଇନ୍ ନେଇ କୌଣସି ଚୂଡାନ୍ତ…
Read More...

ରମାଦେବୀର ଦ୍ୱିତୀୟ କ୍ୟାମ୍ପସ ଗୋଠପାଟଣାରେ ହେବ

ଭୁବନେଶ୍ୱର,୨୮/୯: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଗୋଠପାଟଣାଠାରେ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏହି ସୂଚନା ଦେଇଛନ୍ତି । ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଛାତ୍ରୀନିବାସ…
Read More...

କିଛି ଲଫଙ୍ଗା ଟୋକା ବିଜେଡିକୁ ବିଗାଡୁଛନ୍ତି : ଉମେଶ ସ୍ୱାଇଁ

ଭୁବନେଶ୍ୱର,୨୮/୯: ଡକ୍ଟର ଦାମୋଦର ରାଉତଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଦଳର କାର୍ଯ୍ୟକାରିତା ଉପରେ ଉଦବେଗ ପ୍ରକାଶ କରିଛନ୍ତି। କିଛି ଲଫଙ୍ଗା ଟୋକା ବିଜେଡିକୁ…
Read More...

ଓଡିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବାକୁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର, ୨୮/୯: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଓଡିଆ ପିଲାଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ସେ ତାଙ୍କ ନିଜ ଟ୍ୱିଟର ପୃଷ୍ଠାରେ…
Read More...