ଇରାନର ୩ଟି ପରମାଣୁ ଠିକଣା ଉପରେ ଆମେରିକା କଲା ଆକ୍ରମଣ

ନୂଆଦିଲ୍ଲୀ,୨୨/୦୬: ସିଧା ସଳଖ ଯୁଦ୍ଧକୁ ଡେଇଁଛି ପେଣ୍ଟାଗନ୍ । ଇରାନର ତିନି ପରମାଣୁ ଠିକଣା ଉପରେ ହମଲା କରିଛି ଆମେରିକା । ଫୋର୍ଡୋ, ନତାଞ୍ଜ ଏବଂ ଇସ୍ଫହାନ ନ୍ୟୁକ୍ଲିୟର ସାଇଟ୍ ଧ୍ବଂସ ହୋଇଛି । ଆମେରିକା ବି-2 ବମ୍ବର…
Read More...

ଆଜି ପୁରୀ ଗସ୍ତରେ ଆସି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୦୬ : ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ରଥଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ…
Read More...

ଯୁଦ୍ଧ ଭୂମିରୁ ଆସିଲେ ୨୯୦ ଭାରତୀୟ

ନୂଆଦିଲ୍ଲୀ, ୨୨/୦୬ : ଇରାନରେ ଫସି ରହିଥିବା ୨୯୦ ଜଣ ଭାରତୀୟଙ୍କୁ ନେଇ ଆଉ ଏକ ସ୍ୱତନ୍ତ୍ର ବିମାନ ଶନିବାର ରାତିରେ ନୂଆଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଛି। ଫଳରେ ଅପରେସନ ସିନ୍ଧୁ ଅଧୀନରେ ସ୍ଥାନାନ୍ତରିତ…
Read More...

ଶନି କରିବେ ସିଧା ଚଳନ : ଏହି ରାଶିର ବଦଳିବ ଭାଗ୍ୟ

ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଶନି ଗ୍ରହଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଖୁବ୍‌ ଶୀଘ୍ର ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି ।…
Read More...

୪୪ କେଜି ଗଞ୍ଜେଇ ଜବତ : ୫ ଗିରଫ

ଭୁବନେଶ୍ୱର, ୨୨/୦୬ : ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବେଆଇନ ଗଞ୍ଜେଇ କାରବାର ମାମଲାରେ ଜଣେ ମହିଳାଙ୍କ ସମେତ ୫ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୪୪ କେଜି ଗଞ୍ଜେଇ ଜବତ ହୋଇଛି । ବାଲେଶ୍ଵର ସହଦେଵ…
Read More...

ଆଜି ମୁମ୍ବାଇରେ ନବୀନଙ୍କ ଚିକିତ୍ସା : ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା

ଭୁବନେଶ୍ୱର, ୨୨/୦୬ : ଆଜି ମୁମ୍ବାଇ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିକିତ୍ସା ହେବ । ସର୍ଭାଇକଲ ଆର୍ଥ୍ରାଇଟିସ ପାଇଁ ଅସ୍ତ୍ରୋପଚାର ହେବ । ସର୍ଭାଇକାଲ ଆର୍ଥ୍ରାଇଟିସ…
Read More...

ଆଜିର ରାଶିଫଳ (ରବିବାର)

ମେଷ : ଆଜି ଏକ ସାଧାରଣ ଦିନ ରହିବ । ବ୍ୟବସାୟିକ କାର୍ଯ୍ୟକଳାପରେ ଛୋଟମୋଟ ବାଧା ଆସିପାରେ, ଯାହା ମନରେ ଅନିଶ୍ଚିତତାର ସ୍ଥିତି ସୃଷ୍ଟି କରିପାରେ, କିନ୍ତୁ କଠିନ ପରିଶ୍ରମ କାର୍ଯ୍ୟରେ ସଫଳତା ଆଣିବ । ପାରିବାରିକ ପରିବେଶ…
Read More...

ଇସ୍କନ ପକ୍ଷରୁ ୟୁକେ ଓ ୟୁ ଆର ଏଲ ରେ ପୁଣି ଅଦିନିଆ ରଥଯାତ୍ରା ପାଇଁ ଵିଜ୍ଞାପନ

ଭୁବନେଶ୍ଵର,୨୧/୬ : ଯଦି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଇଁ ଗୋଟିଏ ଦିନ, ତାହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଭିନ୍ନ ଭିନ୍ନ ଦିନ କାହିଁକି ? ଏଭଳି କିଛି ପ୍ରଶ୍ନ ଇସ୍କନକୁ ଆଗାମୀ ଦିନରେ ଉତ୍ତର…
Read More...

ଟାଇମ୍‍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୫ : ଭାରତରେ ୫ମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୧/୬: ଟାଇମ୍‍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ କଣ ଅଛି ତାର ମୂଲ୍ୟାଙ୍କନ କରି ରାଙ୍କ ପ୍ରଦାନ କରିଥାଏ । ଏହି ପରିପ୍ରେକ୍ଷୀରେ ବିଶ୍ୱର…
Read More...