ନଭେମ୍ବର ୫ରୁ ଐତିହାସିକ କଟକ ବାଲିଯାତ୍ରା

ଭୁବନେଶ୍ୱର, ୦୫/୧୦ : ଆସନ୍ତା ନଭେମ୍ବର ୫ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଆସନ୍ତା ୧୩ ତାରିଖରୁ ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦୈନିକ ବାରବାଟୀ ପ୍ୟାଲେସଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ ମଧ୍ୟରେ ଫର୍ମ ଦଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିଛି । ଅନଲାଇନ ମାଧ୍ୟମରେ ପଂଜିକରଣ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି www.baliyatra.net ୱେବସାଇଟରେ ପଞ୍ଜିକରଣ କରାଯାଇ ପାରିବ ବୋଲି ପ୍ରାଶନ ପକ୍ଷରୁ ସୂଚନା ଦିଆଯାଇଛି ।

SBI_Festive_Digital Billboard