ଥାନା ପଛପଟେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା,୭/୧୦ : ରାଉରକେଲାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଗତକାଲି ରଘୁନାଥ ପଲ୍ଲୀ ଥାନା ପଛପଟେ ଥିବା ରେଳ ଟ୍ରାକରେ ଜଣେ ଯୁବତୀ ଦୌଡୁଥିବା କିଛି ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା।

ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଅଧିକ ତଦନ୍ତ କରୁଛି ପୁଲିସ। ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ନେଇ ଅଧିକ ତଦନ୍ତ କରୁଛି ପୁଲିସ। ପୀଡ଼ିତା କେଉଁ ଅଞ୍ଚଳର ସେନେଇ ପୁଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

SBI_Festive_Digital Billboard