• Likes
  • Followers
  • Saturday, February 21, 2026
  • Odia Unicode Converter

Odisha Khabar Odisha Khabar - Odisha Latest Breaking News

  • Home
  • ରାଜ୍ୟ
  • ଦେଶ ବିଦେଶ
  • ରାଜନୀତି
  • ଅପରାଧ
  • ଦୁର୍ଘଟଣା
  • ଖେଳ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ରାଶିଫଳ
  • ରୋଷେଇ
  • ଧର୍ମ
Odisha Khabar
  • Home
  • ଫୁରୁସତ୍‌
  • ସମୁଦ୍ର କୂଳରେ ଏଲିଅନ ଭଳି ଜୀବ ; ଇଣ୍ଟରନେଟରେ ଫଟୋ ଭାଇରାଲ

ସମୁଦ୍ର କୂଳରେ ଏଲିଅନ ଭଳି ଜୀବ ; ଇଣ୍ଟରନେଟରେ ଫଟୋ ଭାଇରାଲ

ଫୁରୁସତ୍‌
By Odisha Khabar Last updated Sep 10, 2020
Share

ସମୁଦ୍ରରେ ଏପରି ବହୁ ଜୀବ ରହିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ମଧ୍ୟ ମନୁଷ୍ୟଙ୍କୁ ଜଣାନାହିଁ। ଅଧିକାଂଶ ସମୟରେ ଏପରି ଜୀବ ସମୁଦ୍ର କୂଳରେ ଆସି ଯାଇଥାନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି କିଛି ଦିନ ମଧ୍ୟରେ ଏକ ଅଜଣା ସମୁଦ୍ର ଜୀବର ଭିଡ଼ିଓ ବେଶ ଭାଇରାଲ ହେବାକୁ ଲାଗିଛି। ଯାହା ଗୋସେନେକ୍‍ ବାର୍ନାକଲ୍‍ ନାମକ ଏକ ପ୍ରଜାତିର। ଏହି ପୋଷ୍ଟକୁ ମାର୍ଟିନ୍ ଗ୍ରୀନ୍ ନାମକ ବ୍ୟକ୍ତି ଫେସବୁକରେ କ୍ୟାପସନ୍ ସହ ସେୟାର କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ମାର୍ଟିନ୍ ତାଙ୍କ ପରିବାର ସହ ବ୍ରିଟେନ ସ୍ଥିତ ଉତ୍ତର ୱେଲସ ଯାଇଥିବା ସମୟରେ ସେ ସେହି ସମୟରେ କେର୍ନଫ୍ରାନ୍‍ ତଟରେ ବୁଲିବା ସମୟରେ ଏହି ଅଜବ ସମୁଦ୍ର ଜୀବକୁ ଦେଖିଥିଲେ। ଅତି ନିକଟରୁ ଦେଖିବା ପରେ କାଠ ସହ ଜଡ଼ିତ ହୋଇ ହଜାର ହଜାର ଜୀବ ଏକାଠି ହୋଇ ରହିଥିବା ଭଳି ତାଙ୍କୁ ଜଣାପଡ଼ିଲା।

ସେ ତଥ୍ୟ ଯୋଗାଡ଼ କରିବା ପରେ ଏହି ଜୀବ ବିଷୟରେ ଜାଣିବା ସହ ଏହା ଏକ ର୍ଦୁଲ୍ଲଭ ପ୍ରଜାତି ବୋଲି ଜାଣିବାକୁ ପାଇଥିଲେ। ଏହା ମଧ୍ୟ ଜଣାପଡ଼ିଥିଲା, ଏହି ଜୀବ ପର୍ତ୍ତୁଗାଲ ଓ ସ୍ପେନରେ ଅଧିକ ଦେଖାଯାଆନ୍ତି। ଏମାନଙ୍କ ମୂଲ୍ୟ ମଧ୍ୟ ଖୁବ ଅଧିକ। ଏହି ପ୍ରାଣୀକୁ ଦେଖିଲେ ଭୟ ମଧ୍ୟଲାଗିଥାଏ।

sea-animal-like-alien-discover-in-beach
Share
Odisha Khabar 43630 posts 0 comments

Prev Post

ଆକାଶରେ ଶକ୍ତି ପ୍ରଦର୍ଶନ କଲେ ରାଫେଲ, ସୁଖୋଇ ଓ ତେଜସ

Next Post

ଅନୁଗୁଳରେ ଡକାୟତି, ସ୍ପ୍ରେ ମାରି ଲୁଟି ନେଲେ ଟଙ୍କା ଓ ସୁନା ଅଳଙ୍କାର

You might also like More from author
ଜୀବନଚର୍ଯ୍ୟା

ଦୀପାବଳିରେ ରାଶି ଅନୁସାରେ ଏହି ଜିନିଷ କିଣନ୍ତୁ – ଭାଗ୍ୟ ବଦଳିବ!

ଜୀବନଚର୍ଯ୍ୟା

ସେଲୁନ ଯିବାର ସଉକ ହୋଇପାରେ ଷ୍ଟ୍ରୋକ୍ ର କାରଣ: କିପରି ଜାଣନ୍ତୁ, ରିସର୍ଚ୍ଚରୁ ଖୁଲାସା

ଜୀବନଚର୍ଯ୍ୟା

ଘରର ମନ୍ଦିରରେ ଭୁଲରେ ରଖନ୍ତୁ ନାହିଁ ଏହି ଜିନିଷ, ପ୍ରେମାନନ୍ଦ ମହାରାଜ କହିଲେ ଏହାର ପ୍ରଭାବ

home

ଶୋଇଲାବେଳେ ମୁହଁ ଖୋଲା କରିବା ଏହି ରୋଗର ଲକ୍ଷଣ: ତୁରନ୍ତ କରନ୍ତୁ ଚିକିତ୍ସା

Prev Next

Breaking News

ଟ୍ରାକ୍ଟରରେ ବୁହାହୋଇ ପରୀକ୍ଷା କେନ୍ଦ୍ରକୁ ଗଲେ ଦଶମ ଶ୍ରେଣୀ ଛାତ୍ର

Feb 21, 2026

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୧୮ କୋଟି ଟଙ୍କା ଓ ୩ କିଲୋ…

Feb 21, 2026

ଅଫିମ ଚାଷ ଉପରେ ଚଢାଉ : ୨୧ କୋଟିରୁ ଅଧିକ ଟଙ୍କାର ଅଫିମ ଗଛ ଜବତ

Feb 21, 2026

ତ୍ଵଚାରୁ ଛାଡୁନି କି ହୋଲି ରଙ୍ଗ, ଆପଣାନ୍ତୁ ଏହି ଘରୋଇ ଟିପ୍ସ

Feb 21, 2026

ଆସନ୍ତା ୨୩ତାରିଖରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Feb 21, 2026

ରାଜକନିକା ଲଜ୍ଜା: ଛାତ୍ରୀକୁ ଗଣଦୁଷ୍କର୍ମ କଲେ ୪ ଶିକ୍ଷକ

Feb 21, 2026

ଡିଜିଟାଲ ଦୁନିଆରେ ଅରୁନ୍ଧତୀର ଐତିହାସିକ ଅଧ୍ୟାୟ: ୨ ଲକ୍ଷ ଟଙ୍କାର…

Feb 21, 2026
© 2026 - Odisha Khabar. All Rights Reserved.

Designed by Web Odisha

Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.