ରାଜ୍ୟରେ ଆଜି କରୋନା ନେଇଛି ୧୬ ଜୀବନ, ମୃତ୍ୟୁ ସଂଖ୍ୟା ୮୧୩ କୁ ବୃଦ୍ଧି
ଭୁବନେଶ୍ବର,୨୮ /୯: ରାଜ୍ୟରେ ଆଜି କରୋନା ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୧୩ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...
Read More...