ଜାମ୍ମୁ କାଶ୍ମୀରରେ ଭୂକମ୍ପର ଝଟକା; ୫.୧ ତୀବ୍ରତାରେ ଦୋହଲିଲା ପୃଥିବୀ
ଜାମ୍ମୁ କାଶ୍ମୀର, ୧୧/୧ : ଜାମ୍ମୁ କାଶ୍ମୀରରେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ଆଜି ସନ୍ଧ୍ୟା ୭ଟା ୩୨ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି।…
Read More...
Read More...