ରାଜ୍ୟରେ ଦିନକରେ ୫୦ ହଜାର ୬୬୩ କରୋନା ଟେଷ୍ଟ; ୨୦ ଲକ୍ଷ ଟପିଲା ନମୁନା ପରୀକ୍ଷା
ଭୁବନେଶ୍ୱର : ଓଡ଼ିଶାରେ ଆଜି ଗୋଟିଏ ଦିନରେ ୫୦ ହଜାର ୬୬୩ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ୪୩ ହଜାର ୬୪୦ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ…
Read More...
Read More...