ରାଜ୍ୟରେ ଆଜି ୬୧୬ ଆକ୍ରାନ୍ତ ଚିହ୍ନଟ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭, ମୃତ୍ୟୁ ସଂଖ୍ୟା ୭୦
ଭୁବନେଶ୍ବର,୧୩/୭ : ରାଜ୍ୟରେ ଆଜି ଆଉ ୬୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି । ଆଜି ଚିହ୍ନଟ ୬୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫…
Read More...
Read More...