ଆଜି ଟ୍ୱିନସିଟୀରୁ ୯୩ କରୋନା ପଜିଟିଭ୍ ଚିହ୍ନଟ : ଭୁବନେଶ୍ୱରରୁ ୧୯ ଓ କଟକରୁ ୭୪ଜଣ
ଭୁବନେଶ୍ୱର/ କଟକ, ୫/୭ : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ…
Read More...
Read More...