ଆଜି ସନ୍ଧ୍ୟାରେ ଚତୁର୍ଦ୍ଧାମୁରତୀଙ୍କ ପହଣ୍ଡି, ରବିବାର ବାହାରିବ ଅବଢା
ପୁରୀ, ୨/୭: ଶରଧାବାଲିରେ ତିନି ରଥ । ସକାଳୁ ସକାଳୁ ରଥ ଉପରେ ଚତୁର୍ଦ୍ଧାମୁରତୀଙ୍କ ସମସ୍ତ ନୀତିକାନ୍ତି କରାଯାଇଛି । ଆଳତୀ ସହ ସମସ୍ତ ପୂଜାପାଠ ଚାଲିଛି । ସନ୍ଧ୍ୟାରେ ହେବ ଆଡପ ମଣ୍ଡପ ବିଜେ । ଏଥିପାଇଁ ପ୍ରଶାସନର…
Read More...
Read More...