ଜମ୍ମୁ-କାଶ୍ମୀର : ଆତଙ୍କବାଦୀମାନଙ୍କ ଗୁଳିରେ ଆଇନଜୀବୀ ବାବର କାଦରୀ ମୃତ, ଟିଭି ବିତର୍କରେ କାଶ୍ମୀର ଉପରେ ରଖୁଥିଲେ ମତ
ଶ୍ରୀନଗର, ୨୪/୯: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ଗୁରୁବାର ସନ୍ଧ୍ୟାରେ ଜଣେ ବିଶିଷ୍ଟ ଓକିଲ ବାବର କାଦରୀଙ୍କୁ ହତ୍ୟା କରାଯାଇଛି । ପ୍ରଥମେ ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇ ପଡିଥିଲେ।…
Read More...
Read More...