ଆସନ୍ତା ୨୯ ତାରିଖରେ ମହାକାଶକୁ ଯିବ ‘କଳ୍ପନା ଚାୱଲା’
ୱାଶିଂଟନ,୯ /୯ : ଆସନ୍ତା ୨୯ ତାରିଖରେ ମହାକାଶକୁ ପୁଣି ଯିବେ କଳ୍ପନା ଚାୱଲା । ଏହି 'କଳ୍ପନା ଚାୱଲା' ହେଉଛି ଆମେରିକାର ଏକ ମହାକାଶଯାନର ନାଁ । ଆସନ୍ତା ୨୯ ତାରିଖରେ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନରୁ ଏହି ମହାକାଶଯାନ…
Read More...
Read More...