ରାଜ୍ୟରୁ ଆଜି ସୁସ୍ଥ ହେଲେ ୪୩୮୮ ଜଣ କରୋନା ଆକ୍ରାନ୍ତ, ୧ ଲକ୍ଷ ୬୫ ହଜାର ୪୩୨ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା
ଭୁବନେଶ୍ୱର, ୨୫/୯ : ରାଜ୍ୟରୁ ଆଜି ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ…
Read More...
Read More...