ଫୁଲୁଛି ବୈତରଣୀ, ଆନନ୍ଦପୁରଠାରେ ବିପଦ ସଂକେତ ଟପିଲା
ଆନନ୍ଦପୁର, ୨୬/୮ : ରାଜ୍ୟରେ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା କାରଣରୁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିମଧ୍ୟରେ ଭଦ୍ରକ ଜିଲା ଦେଇ ପ୍ରବାହିତ ହୋଇଥିବା ବୈତରଣୀ ନଦୀର ଜଳସ୍ତର ବଢିବାରେ…
Read More...
Read More...