ବାରିପଦା ବିଶ୍ବର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ବର, ୩୦/୩: ବାରିପଦାରେ ଅନୁଭୂତ ହୋଇଥିବା ଗରମ ଆଜି ସବୁ ରେକର୍ଡ ଭାଙ୍ଗିଛି। ବିଶ୍ବର ସବୁଠୁ ଉତ୍ତପ୍ତ ସହର ଭାବେ ମଙ୍ଗଳବାର ବାରିପଦା ଲିଷ୍ଟରେ ରହିଥିବା ଜଣାପଡ଼ିଛି। ବାରିପଦାରେ ତାମମାତ୍ରା ୪୪.୬ ଥିଲା।…
Read More...
Read More...