ଅକ୍ଟୋବର ୧୨କୁ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଲା
କଟକ,୭ /୯: ଅକ୍ଟୋବର ୧୨ ତାରଖକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି ଘୁଞ୍ଚିଥିବା ଜଣାଯାଇଛି। ଆଜି ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିଛନ୍ତି ।…
Read More...
Read More...