ରାୟଗଡାରେ ମିନି ଟ୍ରକ ସହ ୧୪୦ ବସ୍ତା ଭାଙ୍ଗ ଜବତ, ୩ ଗିରଫ
ରାୟଗଡା, ୨୬/୯ : କରୋନା ସମୟରେ ମାତିଛନ୍ତି ନିଶା ବେପାରୀ । ଆଜି ପୁଣି ରାୟଗଡା ଜିଲ୍ଲାରୁ ବିପୁଳ ପରିମାଣର ଭାଙ୍ଗ ଜବତ ସହ ୩ ଜଣ ଗିରଫ ହୋଇଛନ୍ତି । ବିଷମକଟକ ପୋଲିସ ଏକ ମିନି ଟ୍ରକରୁ ୧୪୦ ବସ୍ତା ଭାଙ୍ଗ ଜବତ କରିଛି ।…
Read More...
Read More...