Browsing Tag

Bhubaneswar

ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: କ୍ରମାଗତ ଭାବରେ ତୈଳଦର ବୃଦ୍ଧି ପାଉଥିବାରୁ ରାଜ୍ୟରେ ବଢ଼ିଲା ଯାତ୍ରାବାହୀ ବସ୍ ଭଡ଼ା । ସାଧାରଣ ବସ୍ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୩ରୁ ୯୬…
Read More...

ମନୀଷ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଜାଣିବାକୁ ଲାଗିପଡିଛି ପୋଲିସ । ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ଗୁମରର ଖୁଲାସା ହେଉଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି କାଳ…
Read More...

ଓଡ଼ିଶା ମୁହାଁ ଲଘୁଚାପ, ୧୭ରୁ ପ୍ରବଳ ଛେଚିବ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ତେବେ ଏହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତମାନେ ଅନୁମାନ କରୁଛନ୍ତି । ତେବେ ବାତ୍ୟା ଆଶଙ୍କା ଟଳି ଯାଇଥିବା…
Read More...

ଲାଞ୍ଚୁଆ ଡାକ୍ତର ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଲାଞ୍ଚୁଆ ଡାକ୍ତର । ଏକ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଜଣେ ଡାକ୍ତର । ଉକ୍ତ ଡାକ୍ତର ଜଣଙ୍କ ହେଉଛନ୍ତି…
Read More...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼଼ିଶାରେ ପିଏମ ସ୍ୱାମୀତ୍ୱ ଯୋଜନାକୁ ତ୍ୱରାନ୍ୱିତ କରିବାକୁ ସେ ଅନୁରୋଧ କରିଛନ୍ତି । ଗାଁର ସବୁଲୋକଙ୍କ…
Read More...

ବଢ଼ିଲା ଅନଲାଇନ୍ ନାମ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ନାମ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଏହି ଅବଧି…
Read More...

ଭିନିଲ୍‌ କ୍ରିଷ୍ଣାଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି

ନୂଆଦିଲ୍ଲୀ: ୨୦୦୫ ବ୍ୟାଚ୍ ଓଡ଼ିଶା କ୍ୟାର୍ଡରଆଇଏଏସ୍‌ ଅଧିକାରୀ ଆର୍‌. ଭିନିଲ୍‌ କ୍ରିଷ୍ଣାଙ୍କୁ କେନ୍ଦ୍ର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏନେଇ କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ବିଧିବଦ୍ଧ…
Read More...

ଜିରା ବଦଳାଇପାରେ ଆପଣଙ୍କ ଭାଗ୍ୟ

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ନିର୍ମାଣ ଓ ରକ୍ଷଣାବେକ୍ଷଣା ବିଷୟରେ ସଠିକ୍ ଦିଗ ଓ ନିୟମ କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଦ୍ୱାରା ଆପଣ ନକାରତ୍ମକ ଶକ୍ତିରୁ ମୁକ୍ତି ପାଇବା ସହ ଜୀବନ ସହିତ ଜଡିତ କିଛି ସମସ୍ୟା…
Read More...

ନିଜକୁ ନିଜେ ଗୁଳି କଲା ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ନିଜକୁ ନିଜେ ଗୁଳି କରି ଜଣେ ସିକ୍ୟୁରିଟି ଗାର୍ଡ ଆଜି ମୃତ୍ୟୁବରଣ କରିଛନ୍ତି । ଏହି ଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଗଙ୍ଗନଗର ଠାରେ । ସିକ୍ୟୁରିଟି ଗାର୍ଡ ଜଣକ ନିଜ ସର୍ଭିସ୍ ବନ୍ଧୁକରେ ନିଜ…
Read More...

ବସ୍ତିରେ ବୁଲିଲେ ସୁର ଭାଇ

ଭୁବନେଶ୍ୱର: ରାଜଧାନୀରେ ବ୍ୟାପିଲାଣି ଡେଙ୍ଗୁ । ଗୋଟିଏ ପଟେ କରୋନା ଭୟ ସାମାନ୍ୟ କମିଥିବାବେଳେ ତୃତୀୟ ଲହର ଆଶଙ୍କା ରହିଛି । ଏପଟେ ଡେଙ୍ଗୁ ପାଇଁ ଚିନ୍ତା ବଢ଼ି ଯାଇଛି । ଏନେଇ ସରକାରଙ୍କ ଦାୟିତ୍ୱହୀନତାକୁ ସମାଲୋଚନା…
Read More...