Browsing Tag

boudh-news

ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୯ା୫: (ଭାଗବତ ମେହେର) - ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ…
Read More...

ଯୁବ ପୋଲିସ କନେଷ୍ଟବଳଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ 

ବୌଦ୍ଧ, ୧୮/୫: ( ଭାଗବତ ମେହେର)- ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ନିକଟରେ ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଯୁବ ପୋଲିସ କନେଷ୍ଟବଳ ଅଶୋକ କଁହର ଙ୍କ ମୃତ୍ୟୁ …
Read More...

ବୌଦ୍ଧ ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ଆସନ୍ତା ୨୭ ରେ କଣ୍ଟାମାଲ ତହସିଲ୍ ଘେରାଉ ନେଇ ଚେତାବନୀ

ବୌଦ୍ଧ,୧୭/୫: (ଭାଗବତ ମେହେର) - ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ - ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି…
Read More...

ବୌଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୭ା୫: (ଭାଗବତ ମେହେର) - ବୌଦ୍ଧ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆଜି ବୁଦ୍ଧ ପୂର୍ଣ୍ଣିମା : ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେରେ ଉତ୍ସବ ମୁଖର ସହ ବୁଦ୍ଧଙ୍କ ପ୍ରତିମୃତ୍ତି ଉନ୍ମୋଚିତ

ବୌଦ୍ଧ,୧୬/୫ :(ଭାଗବତ ମେହେର) - ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଓ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ପ୍ରତ୍ୟକ ଗ୍ରାମ ଉଶ୍ଚବ ମୁଖର ହୋଇଥିବା ବେଳେ କେତେକ ସ୍ଥାନରେ ନାମ…
Read More...

ଆଞ୍ଚଳିକ ବିକାଶ ତରଫରୁ ଡ୍ରେନ ନିର୍ମାଣ ଦାବିରେ ସ୍ଥାୟୀ ବାସିନ୍ଦାଙ୍କ ରାସ୍ତା ରୋକ

ବୌଦ୍ଧ,୧୬/୫ : (ଭାଗବତ ମେହେର) - ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବିରେ ସୋମବାର ଧଲପୁର ଛକଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଛି…
Read More...

ଭାରସାମ୍ୟ ହରାଇ କେନାଲକୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ,୧୬/୫ : (ଭାଗବତ ମେହେର) - ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେନିଗଡ଼ ପାଣ୍ଡି ଅଧିନସ୍ଥ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ମାଧପୁର ନିକଟରେ ଏକ ଯାତ୍ରୀ ବାହି ବସ ଦୁର୍ଘଟଣାଗସ୍ତ ହୋଇଛି।…
Read More...

ପୋଖରୀ ଖୋଳିବା ବେଳେ ବାହାରିଲା ରତ୍ନପଥର

ବୌଦ୍ଧ,୧୪/୫ : (ଭାଗବତ ମେହେର) - କଥାରେ ଅଛି ଆଳୁ ଖୋଳୁ ଖୋଳୁ ମହାଦେବ ବହାରିପଡିଲେ । ସେହିପରି ଏକ ଚମତ୍କାରିକା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଶଗଡ଼ା ପଞ୍ଚାୟତ ଶରଧାପାଲି ଗାଁରେ ମନରେଗାରେ ବନ୍ଧ ଖନନ…
Read More...

ଶ୍ରମିକ ଶୋଷଣ ନୀତିରେ ଚାଲିଛି ମେସିନ ସାହାଯ୍ୟରେ ପୋଖରୀ ଖନନ : ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା

ବୌଦ୍ଧ,୧୪/୫ : (ଭାଗବତ ମେହେର) - ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନଆରଜିଏସ) ଗ୍ରାମଞ୍ଚଳର ଶ୍ରମିକ ଙ୍କ ପାଇଁ ତିଆରି ହୋଇଛି ଉକ୍ତ ଯୋଜନା । ଏଥିରେ ଗ୍ରାମଞ୍ଚଳ ର ଶ୍ରମିକ ମାନେ ସରକାରୀ…
Read More...

କଣ୍ଟାମାଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାର ଦୁଇ ସ୍ବର୍ଗତ ସାମ୍ବାଦିକଙ୍କ ପାଇଁ ସ୍ମୃତି ଚାରଣ ସଭା ଅନୁଷ୍ଠିତ

ବୌଦ୍ଧ, ୧୧/୫ : (ଭାଗବତ ମେହେର) - ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନଠାରେ ଏକ…
Read More...