ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ Odisha Khabar May 29, 2021 ମୁମ୍ବଇ,୨୯ /୫ : ମହାରାଷ୍ଟ୍ରର ଥାନେ ଜିଲାରେ ଏକ ବଡ ଧରଣର ଅଘଟଣ ଘଟିଛି। ଉହ୍ଲାସନଗରରେ ଏକ କୋଠା ଭୁଷୁଡି ସାତ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି ୩ ରୁ ୪ ଜଣ ଫସି ରହିଛନ୍ତି ବୋଲି ଆଶଙ୍କା କରାଯାଉଛି। ଖବର ପାଇ… Read More...