ରୋଷେଇ କରୁଥିବା ବେଳେ ଲାଗିଗଲା ନିଆଁ : ୩ ଆହତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
କେନ୍ଦ୍ରାପଡ଼ା, ୮/୮ : କେନ୍ଦ୍ରାପଡ଼ା ଜିଲା ନିକିରି ଥାନା ଅନ୍ତର୍ଗତ ଧୂମାତ ଗାଁରେ ଗତକାଲି ରୋଷେଇ କରୁଥିବା ବେଳେ ଏକ ଅଘଟଣ ଘଟିଛି। ହଠାତ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ…
Read More...
Read More...