ଆଇପିଏଲ -୨୦୨୧ : ରାଜସ୍ଥାନକୁ ୪୫ରନରେ ହରାଇଲା ଚେନ୍ନାଇ
ମୁମ୍ବାଇ,୧୯ /୪ : ଆଇପିଏଲ -୨୦୨୧ର ୧୨ତମ ମ୍ୟାଚରେ ଚେନ୍ନାଇ ରାଜସ୍ଥାନକୁ ୪୫ ରନରେ ପରାସ୍ତ କରିଛି । ୧୮୯ରନର ପିଛା କରିବାକୁ ଯ଼ାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ…
Read More...
Read More...