ଟିକାକରଣରେ ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଟିକାକରଣରେ ଆଜି ଇତିହାସ ରଚିଛି ଭାରତ । ଦେଶରେ ଆଜି ସୁଦ୍ଧା ଟିକାକରଣ ୧୦୦ କୋଟି ଟପିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ…
Read More...
Read More...