Browsing Tag

Cuttack

ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଲୋକାର୍ପିତ

କଟକ: କଟକ ଅରିଲୋରେ ଅତ୍ୟାଧୁନିକ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ । ଓମଫେଡ ପ୍ଲାଣ୍ଟ…
Read More...

ଆଜି ମା’ଙ୍କ ଷଷ୍ଠୀ ପୂଜା

ଭୁବନେଶ୍ବର : ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ ମହାସପ୍ତମୀ ପୂଜା ଓ ପୂଜା ମଣ୍ଡପଗୁଡ଼ିକରେ ଷଷ୍ଠୀ ପୂଜା ଅନୁଷ୍ଠିତ ହେବ । ଆଜି ମଣ୍ଡପରେ ପୂଜାପାଇଁ ବିଲ୍ବବରଣି ହେବ ଓ ଆସନ୍ତାକାଲି  ମହାସପ୍ତମୀ…
Read More...

କାଠଯୋଡିରେ ଛୁଟୁଛି ମୃତଦେହର ସୁଅ

କଟକ: କାଠଯୋଡ଼ି ନଦୀରେ ଭାସି ନିଖୋଜଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଥାନା ମୁଣ୍ଡମୁହାଣ ବାଲିଘାଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି କାଠଯୋଡିରେ ୪ ଜଣ…
Read More...

ଅଗଷ୍ଟ ୧୫ରୁ ଏସସିବିରେ ଇକମୋ ସେବା

କଟକ: ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…
Read More...

SCB କୋଭିଡ ହସ୍ପିଟାଲର ୪ ମହଲାରୁ ଖସିପଡି ରୋଗୀ ମୃତ

କଟକ: କଟକ ଏସସିବି କୋଭିଡ ହସ୍ପିଟାଲରେ ପୁଣି ଏକ ଅଘଟଣ ଘଟିଯାଇଛି । ଏସସିବି କୋଭିଡ ହସ୍ପିଟାଲ-୧ର ଚାରି ମହଲାରୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ରୋଗୀ ଜଣକ ଝରକା ପଟେ ତଳକୁ ଖସିପଡିଥିବା ଜଣାପଡିଛି । କିନ୍ତୁ…
Read More...

କାଲିଠାରୁ କଟକରେ ଖୋଲିବ ଧର୍ମାନୁଷ୍ଠାନ

କଟକ: କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କଟକଣା କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ସମସ୍ତ ଧର୍ମାନୁଷ୍ଠାନ । କୋଭିଡ କଟକଣାରେ ସମସ୍ତ ଧର୍ମାନୁଷ୍ଠାନ…
Read More...

କଟକ ଡିସିପିଙ୍କ ଉଦାରତା

କଟକ: କଟକ ସିଡିଏ ସେକ୍ଟର ୧୩ ରାସ୍ତା କଡ଼ରୁ ଉଦ୍ଧାର ହୋଇଥିବା ଶିଶୁପୁତ୍ରକୁ କୋଳେଇ ନେଇଛନ୍ତି କଟକ ଡିସିପି ପ୍ରତୀକ ଗୀତା ସିଂ। ଏହା ସହ ତାର ଭଲମନ୍ଦ ସମ୍ପର୍କରେ ବସୁନ୍ଧରା କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି…
Read More...

କଟକରେ ପାଣ୍ଡିଆନ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ…
Read More...

୧୫ ଦିନରେ କଟକ ବଡ଼ ମେଡିକାଲରେ ଲାଗିବ ଏକ୍‌ମୋ ୟୁନିଟ୍

କଟକ : ଦୁଇ ସପ୍ତାହ ଭିତରେ କଟକ ବଡ ଡାକ୍ତରଖାନା ହୃଦ୍‌ବକ୍ଷ ଶଲ୍ୟ ବିଭାଗରେ  ଉଦ୍‌ଘାଟିତ ହେବ ଏକ୍‌ମୋ(ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍। ଏନେଇ ଯଦିଓ ତାରିଖ ବିଧିବଦ୍ଧଭାବେ ଘୋଷଣା…
Read More...

ଇଟା ଭାଟିରୁ ଉଦ୍ଧାର ହେଲା ହରିଣ

ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ନୂଆସାହି ଇଟା ଭାଟିରୁ ଏକ ମାଈ ହରିଣ ଉଦ୍ଧାର କରାଯାଇଛି । ସିଟି ଫରେଷ୍ଟ ପକ୍ଷରୁ ହରିଣଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କୁଆଖାଇ ନଦୀ ପଠା ହୋଇ ଏହି ହରିଣଟି ପୁରୀ…
Read More...