ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ-୧୯ ଟିକା ପରୀକ୍ଷଣ, ଅନୁମତି ଦେଲା ଡିସିଜିଅାଇ
ନୂଆଦିଲ୍ଲୀ : ସେରମ୍ ଇନଷ୍ଟିଚ୍ୟୁଟ୍ ପୁଣି ଥରେ ଅକ୍ସଫୋର୍ଡ-୧୯ ଟିକା ପରୀକ୍ଷଣ ଆରମ୍ଭ କରିବ। ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ଅନୁମତି କ୍ରମେ ପୁଣି ଆରମ୍ଭ ହେବ ଏହାର କ୍ଲିନିକାଲ ଟ୍ରାଏଲ।…
Read More...
Read More...