ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଛାଡିଲେ ବିଧାୟକ କୈଳାସ ଗେହତୋଡି
ନୂଆଦିଲ୍ଲୀ,୨୧/୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ପାଇଁ ଆସନ ଛାଡିଲେ ବିଜେପି ବିଧାୟକ କୈଳାସ ଗେହତୋଡି । ବୁଧବାର ଚମ୍ପାୱତ୍ ବିଧାନସଭା ଆସନରୁ ବିଜେପି ବିଧାୟକ କୌଳାସ ଗେହତୋଡି ଇସ୍ତଫା ଦେଇଛନ୍ତି…
Read More...
Read More...