ମମତାଙ୍କୁ ବଡ ଧକ୍କା : ଟିଏମସି ଛାଡି ବିଜେପିରେ ସାମିଲ ହେଲେ ୧୧ ବିଧାୟକଙ୍କ ସହ ଜଣେ ସାଂସଦ
କୋଲକାତା, ୧୯/୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଜୋରଦାର ଝଟକା ଲାଗିଛି। ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତାଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି।…
Read More...
Read More...