ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୬୦ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ
ନୂଆଦିଲ୍ଲୀ, ୨୫/୧୧ : ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଆଜି ୬୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ହୃଦଘାତ ଯୋଗୁ ପରଲୋକ ହୋଇଥିବା ଆର୍ଜେଣ୍ଟିନା ସ୍ଥାନୀୟ ମିଡିଆରୁ ଖବର ଆସୁଛି। ମାରାଡୋନାଙ୍କ…
Read More...
Read More...