ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କ ପରଲୋକ
ନୂଆଦିଲ୍ଲୀ,୨/୯: ଭାଜପାର ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ଜଣେ ବିଶିଷ୍ଟ ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କର ପରଲୋକ ସମ୍ପର୍କରେ ପୁତ୍ର କୁଶାନ ମିତ୍ର ସୂଚନା ଦେଇଛନ୍ତି।…
Read More...
Read More...