ପଦ୍ମପୁରରୁ ଗଞେଇ ଜବତ, ତିନି ଗିରଫ Odisha Khabar Oct 21, 2020 ପଦ୍ମପୁର : ପଦ୍ମପୁର ନିକଟରୁ ୬୧ କେଜି ଗଞେଇ ଜବତ ହୋଇଛି । ଦାମୀ କାର୍ ସହ ତିନି ଜଣଙ୍କୁ ଗିରଫ କରିଛି ପଦ୍ମପୁର ପୁଲିସ । ବୌଦ୍ଧ ଅଞ୍ଚଳରୁ ଏହି ଗଂଜେଇ ଛତିଶଗଡ଼ ଚାଲାଣ ହେଉଥିବା ପୁଲିସ ପକ୍ଷରୁ କୁହାଯାଇଛି ।… Read More...