ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍ କନଷ୍ଟେବଳ
ଦିଲ୍ଲୀ,୨୮ /୭ : ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍ କନଷ୍ଟେବଳ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ସାକେତ ଥାନାରେ। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।…
Read More...
Read More...