ରାସ୍ତା ଉପରେ ଜଳିଗଲା ବାଲି ବୋଝେଇ ହାଇୱା
ଭୁବନେଶ୍ୱର, ୧୯/୧୦: ପାହାଳ ନିକଟରେ ଏକ ହାଇୱା ଜଳି ଯାଇଛି। ପାହାଳ ଫାଣ୍ଡି ନିକଟ ରାସ୍ତା ଉପରେ ଠିଆ ହୋଇଥିବା ହାଇୱାର ଇଂଜିନ୍ରୁ ଧୂଆଁ ବାହାରିବା ଦେଖି ଚାଳକ ଓ ହେଲପର୍ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ପରେ…
Read More...
Read More...