ଆଜି ନିର୍ଣ୍ଣାୟକ ମ୍ୟାଚ୍ : ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ
ପୁନେ, ୨୮ /୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ଆଜି ମୁକାବିଲା ଯିଏ ଜିତିବ ସେହି ଦଳ ହେବ ଚାମ୍ପିଅନ । ଉଭୟ ଦଳ ସିରିଜ…
Read More...
Read More...