ଭାରତ ଓ ଅଷ୍ଟ୍ରେଲିଆ ୩ୟ ଟେଷ୍ଟ : ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର ୨୪୯/୫
ସିଡନୀ, ୮/୧ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ୨ୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ କଙ୍ଗାରୁ ଦଳ ୫ଟି ୱିକେଟ ହରାଇ ୨୪୯ ରନ୍ କରିଛି । ଷ୍ଟିଭେନ ସ୍ମିଥ ୭୬ ରନ…
Read More...
Read More...