ଆଇପିଏଲ : ବାଙ୍ଗାଲୋରକୁ ୯ ଓ୍ବିକେଟରେ ହରାଇଲା କୋଲକାତା
ଆବୁଧାବି,୨୦/୯ : ଆବୁଧାବିରେ ଚାଲିଥିବା ଆଇପିଏଲ ୩୧ତମ ମ୍ୟାଚରେ କୋଲକତା ବାଙ୍ଗାଲୋରକୁ ୯ ଓ୍ବିକେଟରେ ପରାସ୍ତ କରିଛି । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୯୩ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦ମ ଓଭରରେ ଗୋଟିଏ ମାତ୍ର…
Read More...
Read More...