ପ୍ରକାଶ ପାଇଲା ଚଳିତବର୍ଷର JEE ମେନ ପରୀକ୍ଷା ଫଳ, ଓଡ଼ିଶା ଟପ୍ପର ହେଲେ ସୌରଭ ସୌମ୍ୟକାନ୍ତ ଦାଶ
ଭୁବନେଶ୍ୱର, ୧୨/୯ : ପ୍ରକାଶ ପାଇଛି ଚଳିତବର୍ଷର JEE ମେନ ୨୦୨୦ ପରୀକ୍ଷା ଫଳ । ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୯.୯୯% ରଖି ଦେଶରେ ୩୪ତମ ସ୍ଥାନ ହାସଲ କରିଛନ୍ତି ।
ସୂଚନାଥାଉ କି, ଦେଶର ୨୪…
Read More...
Read More...