ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ,୨୫/୩ : ଆଜି ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଗତକାଲି ଉତ୍ତରପ୍ରଦେଶରେ ବିଜେପିର ବିଧାୟକ ଦଳ ନେତା ଯୋଗୀ ଆଦିତ୍ୟନାଥ ନିର୍ବାଚିତ ହୋଇଛନ୍ତି।…
Read More...
Read More...