ଆମ୍ ଆଦମୀ ପାର୍ଟିରେ ଯୋଗଦେଲେ ଗୁଜୁରାଟର ହୀରା ବ୍ୟବସାୟୀ ମହେଶ ସବାନୀ
ନୂଆଦିଲ୍ଲୀ,୨୭ /୬ : ଗୁଜୁରାଟରେ ଏବେ ଆମ୍ ଆଦମୀ ପାର୍ଟିର ଶକ୍ତି ବଢୁଛି । ଆଜି ଦଳରେ ଯୋଗ ଦେଇଛନ୍ତି ହୀରା ବ୍ୟବସାୟୀ ମହେଶ ସବାନୀ । ଦେଶରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ଦେଖି ଅନୁମାନ କରାଯାଉଛି କି ଆଗମୀ ଦିନରେ…
Read More...
Read More...