ନନ୍ଦିଗ୍ରାମରେ ବୁଥ୍ ରିଗିଂ : ବୁଥ୍ ଆଗରେ ଧାରଣା ଦେଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ, ୧/୪: ପଶ୍ଚିମବଙ୍ଗର ୩୦ ଟି ବିଧାନସଭା ଆସନରେ ଆଜି ମତଦାନ ଜାରି ରହିଛି । ଏହାମଧ୍ୟରେ ସବୁଠାରୁ ହାଇ ଭୋଲଟେଜ୍ ଆସନ ନନ୍ଦିଗ୍ରାମରେ ରାଜନୀତି ଉଷ୍ମ ହୋଇପଡିଛି । ଏହି ଆସନରୁ ଲଢୁଛନ୍ତି ଟିଏମସି ନେତ୍ରୀ ତଥା…
Read More...
Read More...