ପୁଲୱାମାରେ ନାବାଳକକୁ ଘରୁ ଡାକି ଗୁଳି କଲେ ଆତଙ୍କବାଦୀ
ଶ୍ରୀନଗର, ୧୯/୧୦ : ପୁଲୱାମା ଜିଲ୍ଲାର ଅବନ୍ତିପୋରାରେ ଆତଙ୍କବାଦୀମାନେ ଜଣେ ୧୪ ବର୍ଷୀୟ ନାବାଳକକୁ ଗୁଳି କରି ହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣାରେ ଗୁରୁତର ଆହତ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…
Read More...
Read More...