ବନ୍ୟା ବନ୍ଧରେ ରାଜନଗରକୁ ବସ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା,୨୧/୧୨ : କେନ୍ଦ୍ରାପଡା ଜିଲ୍ଲା ଉପକୂଳ ରାଜନଗର ଅଂଚଳକୁ 1980 ମସିହାରୁ ପଟ୍ଟାମୁଣ୍ଡାଇରୁ ବନ୍ୟା ବନ୍ଧ ଉପରେ ବସ ଯାତାୟତ କରୁଥିଲା ଯାହାନେଇ ଲୋକେ ସୁଦୂର ଯାତାୟତ କରିବାରେ ସୁଗମ ହେଉଥିଲା l କଲିକତା,…
Read More...
Read More...