ଯବାନଙ୍କ ସହ ସୀମାରେ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଳୀ : ଆଜି ସାରା ଦେଶ ପାଳନ କରୁଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳିତ ଥର ଜୟସାଲମେର ସୀମାରେ ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବେ ବୋଲି ସୂଚନା ମିଳିଛି। ତାଙ୍କ ସହିତ…
Read More...
Read More...