ହୀରାକୁଦର ଆଉ ୩ଟି ଗେଟ ବନ୍ଦ : ୧୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର, ୩/୯ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ମହାନଦୀରେ ବନ୍ୟାଜଳ ପରିମାଣ କମିବାରେ ଲାଗିଛି । ଏହା ସହିତ ବନ୍ୟା ଆଶଙ୍କା…
Read More...
Read More...