୩ ମାସ ପରେ ପଥର ଖୋଲରୁ ଉଦ୍ଧାର ହେଲା ନରକଙ୍କାଳ, ୩ ଅଭିଯୁକ୍ତ ଗିରଫ
ରାୟଗଡ଼ା, ୨୨/୯ : ଦୀର୍ଘ ୩ ମାସ ପରେ ପାହାଡ ପଥର ଖୋଲ ଭିତରୁ ନରକଙ୍କାଳ ଉଦ୍ଧାର କଲା ପୁଲିସ୍ । ଏକତରଫା ପ୍ରେମକୁ କେନ୍ଦ୍ର କରି ତିନି ମାସ ତଳେ ଏହି ହତ୍ୟା ହୋଇଥିବା ଜଣାପଡିଛି। ଏହି ହତ୍ୟା ଅଭିଯୋଗରେ ୩ ଜଣଙ୍କୁ…
Read More...
Read More...