ଶ୍ରୀଜୀଉଙ୍କ ୨୬ବର୍ଷ ପରେ ନାଗାର୍ଜୁନ ବେଶ ପାଇଁ ଛତିଶା ନିଯୋଗ ବୈଠକ
ପୁରୀ,୨୩ /୯ : ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍ଶୀଘ୍ର ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ତାହାକୁ ଭିତ୍ତିକରି ନୀତି ସବ୍କମିଟି ବୈଠକରେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ। କରୋନା…
Read More...
Read More...