ରାଜ୍ୟରେ ଆଜି ୧୨୧୫ କରୋନା ସଂକ୍ରମିତ ଚିହ୍ନଟ, ୪୬୨ ସ୍ଥାନୀୟ ସଂକ୍ରମିତ
ଭୁବନେଶ୍ଵର, ୨୮/୭ : ରାଜ୍ୟରେ ଆଜି ୧୨୧୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୭୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଠାବ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୬୨ ରହିଛି। ଗଞ୍ଜାମ ଜିଲାରେ ସର୍ବାଧିକ…
Read More...
Read More...