ରାଜଧାନୀ ଭୁବନେଶ୍ୱରରେ ମାସ୍କ ନପିନ୍ଧିଲେ ଗଣିବେ ଫାଇନ୍
ଭୁବନେଶ୍ବର,୨୪/୩: ଏଣିକି ରାଜଧାନୀରେ ମାସ୍କ ନ ପିନ୍ଧିଲେ କଡାକଡି ହେବ ଫାଇନ୍ ଆଦାୟ । ସାମାଜିକ ଦୂରତା ରକ୍ଷା କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।…
Read More...
Read More...